ସେ ତାଙ୍କ ଇନଷ୍ଟାଗ୍ରାମରେ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଟୁ-ପିସରେ ଭିନ୍ନ ଭିନ୍ନ ପୋଜରେ ନଜର ଆସୁଛନ୍ତି । କେବଳ ମଲାଇକା ନୁହଁନ୍ତି, ଅଭିନେତା ଅର୍ଜୁନ କପୁର ମଧ୍ୟ ଇନଷ୍ଟା ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବିଚ୍ କୂଳରେ ବସି, ପଛପଟରୁ ପୋଜ ଦେଇଥିବା ନଜର ଆସୁଛନ୍ତି । ତେବେ ଦୁହିଁଙ୍କର ଫଟୋ ଦେଖିବା ପରେ, ଦୁହେଁ ସାଥିହୋଇ ଭ୍ୟାକେସନରେ ଯାଇଛନ୍ତି ବୋଲି ଲୋକେ ଟୁପୁରୁ ଟାପୁରୁ ହେଉଛନ୍ତି । ତେବେ ଦୁହିଁଙ୍କର ଏହି ଫଟୋ ଏବେ , ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହିତ, ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।
ମାଳଦୀପରେ ନିଆଁ ଲଗାଇଲେ ମଲାଇକା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ତାଙ୍କର ଫଟୋ ହେଉ ବା ଭିଡିଓ, ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ । ସେ ତାଙ୍କର ଫିଟନେସ ଏବଂ ବୋଲ୍ଡ ଅନ୍ଦାଜରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଠିକ୍ ସେମିତି ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଥିରେ ସେ ମାଳଦୀପରେ ମସ୍ତି କରୁଥିବା ନଜର ଆସୁଛନ୍ତି ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
