ଏଖବର ପରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି।ଗତ ବର୍ଷ ଅକ୍ଟୋବର ମାସରେ ଅଭିନେତା ମନୋଜ ତାଙ୍କ ବାପାଙ୍କୁ ହରାଇଥିଲେ। ମନୋଜ ବାଜପେୟୀ ତାଙ୍କ ମା ଏବଂ ପିତାଙ୍କ ସହ ଅତି ଘନିଷ୍ଠ ଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ପରପାରିରେ ବଲିଉଡ ଅଭିନେତା ମନୋଜ ପାଜପେୟୀଙ୍କ ମାଆ। ମୃତ୍ୟୁ ବେଳକୁ ତାଙ୍କର ବୟସ ୮୦ ବର୍ଷ ଥିଲା। ଦୀର୍ଘ ଦିନର ଅସୁସ୍ଥତା ପରେ ଅଭିନେତାଙ୍କ ମାତା ଗୀତା ଦେବୀ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ ଦିଲ୍ଲୀ ଡାକ୍ତରଖାନାରେ କିଛି ଦିନହେବ ଚିକିତ୍ସିତ ହେଉଥିଲେ।
ଏଖବର ପରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି।ଗତ ବର୍ଷ ଅକ୍ଟୋବର ମାସରେ ଅଭିନେତା ମନୋଜ ତାଙ୍କ ବାପାଙ୍କୁ ହରାଇଥିଲେ। ମନୋଜ ବାଜପେୟୀ ତାଙ୍କ ମା ଏବଂ ପିତାଙ୍କ ସହ ଅତି ଘନିଷ୍ଠ ଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।