ଝିଅର ହାତ ଧରି ଉଭୟ ଫଟୋ ସେୟାର କରିଛନ୍ତି। ଏହି ଫଟୋର କ୍ୟାପସନରେ ଏହା ଲେଖା ହୋଇଛି ।ଏବେ ଆମେ ତିନି ହୋଇଗଲୁ । ମୋହିତ ଏବଂ ଅଦିତି ୧ ଜାନୁଆରୀ ୨୦୨୨ରେ ସିକ୍ରେଟ୍ ବିବାହ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ଖୁସି ଖବର ଦେଲେ ଅଭିନେତା ମୋହିତ ରାଇନା। ତାଙ୍କ ଘରକୁ ଖୁସି ଖବର ଆସିଛି। ‘ଦେବୋ କୋ ଦେବ ମହାଦେବ’ର ଫେମ୍ ମୋହିତ ରାଇନା। ତାଙ୍କ ପ୍ରଶଂସକଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର ଅଛି। ମୋହିତ ବାପା ହୋଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ମୋହିତ ରାଇନା ଏହି ସୂଚନା ଦେଇଛନ୍ତି।ମୋହିତ ରାଇନା ଏବଂ ତାଙ୍କ ପତ୍ନୀ ଅଦିତି ଶର୍ମା ନିଜ ଝିଅର ଆଗମନରେ ଅତ୍ୟନ୍ତ ଆନନ୍ଦିତ।
ଝିଅର ହାତ ଧରି ଉଭୟ ଫଟୋ ସେୟାର କରିଛନ୍ତି। ଏହି ଫଟୋର କ୍ୟାପସନରେ ଏହା ଲେଖା ହୋଇଛି ।ଏବେ ଆମେ ତିନି ହୋଇଗଲୁ । ମୋହିତ ଏବଂ ଅଦିତି ୧ ଜାନୁଆରୀ ୨୦୨୨ରେ ସିକ୍ରେଟ୍ ବିବାହ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: