ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କର ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ ନୂଆ ମାସ ,ନୂଆ ଆରମ୍ଭ, ନୂଆ ମାନସିକତା, ନୂଆ ଧ୍ୟାନ ଓ ନୂଆ ଫଳାଫଳ । ହ୍ୟାଲୋ ଅକ୍ଟୋବର । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ମୋନାଲିସା ଭୋଜପୁରୀ ଫିଲ୍ମ ସହିତ, ହିନ୍ଦୀ ଏବଂ ବଙ୍ଗଳା ଫିଲ୍ମରେ ମଧ୍ୟ ନାଁ କମାଇଛନ୍ତି। ନିଜ ଦମ୍ରେ ସେ ପରିଚୟ ସୃଷ୍ଟି କରିବାରେ ସଫଳ ମଧ୍ୟ ହୋଇଛନ୍ତି।