ମୃନାଲ ଏହା ପୂର୍ବରୁ ସୀତାରମନ ରେ ଅଭିନେତ୍ରୀ ଭାବେ ଅନେକ ସଫଳତା ସାଉଁଟିଛନ୍ତି । ଯାହାକୁ ନେଇ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ନାନୀଙ୍କ ସହ ଆଗାମୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବା ନେଇ ବେଶ ଖୁସି ଅଛନ୍ତି ମୃନାଲ । ସେ କହିଛନ୍ତି ,ଏପରି ଏକ ଚଳଚ୍ଚିତ୍ରରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ସେ ବେଶ ଖୁସି ଅଛନ୍ତି । ନାନୀଙ୍କ ସହ ଅଭିନୟ କରିଥିବାରୁ ସେ ବହୁତ ଖୁସି ଅଛନ୍ତି ।
ତେବେ ପୂର୍ବରୁ ମୃନାଲ ସାଉଥ ଷ୍ଟାର ନାନୀଙ୍କ ସହ ଜର୍ସି ଫିଲ୍ମରେ ନଜର ଆସିଥିଲେ ।