ମୁମ୍ୱାଇ: ୬୪ତମ ଫିଲ୍ମଫେୟାର ଆଓ୍ୱାଡ ସରିସାରିଛି । ମୁମ୍ୱାଇର ଜିୟୋ ଗାର୍ଡନରେ ଏହି ଆଓ୍ୱାର୍ଡ ସମାରୋହ ହୋଇଥିଲା । ଏହି ସମାରୋହରେ ବଲିଉଡର ବଡ ବଡ ତାରକାମାନେ ନଜର ଆସିଥିଲେ । ତେବେ ଆସନ୍ତୁ ଜାଣିବା ପିଲ୍ମଫେୟା ୨୦୧୯ର ଓ୍ୱିନର୍ସଙ୍କ ତାଲିକା...
[caption id="attachment_67098" align="alignnone" width="520"]ବେଷ୍ଟ ଆକ୍ଟର ଲିଡିଙ୍ଗ ରୋଲ(ମେଲ) ରଣବିର କପୁର(ସଞ୍ଜୁ)
ବେଷ୍ଟ ଆକ୍ଟର ଲିଡିଙ୍ଗ ରୋଲ(ଫିମେଲ) ଆଲିଆ ଭଟ୍ଟ(ରାଜି)
ବେଷ୍ଟ ଫିଲ୍ମ(ପାଁପୁଲର) ରାଜୀ
କ୍ରିଟିକ୍ସ ଆଓ୍ୱାଡ ବେଷ୍ଟ ଆକ୍ଟର(ମେଲ) ରଣବୀର ସିଂ (ପଦ୍ମାବତ)
କ୍ରିଟିକ୍ସ ଆଓ୍ୱାଡ ବେଷ୍ଟ ବକ୍ଟର (ଫିମେଲ) ନିତା ଗୁପ୍ତା(ବଧାଇ ହୋ)
ବେଷ୍ଟ ଫିଲ୍ମ (କ୍ରିଟିକ୍ସ) ଅନ୍ଧାଧୁନ(ଶ୍ରୀରାମ ରାଘବନ)
ବେଷ୍ଟ ଡାକରେକ୍ଟର ମେଘନା ଗୁଲଜାର(ରାଜୀ)
ବେଷ୍ଟ ଆକ୍ଟର ସପୋଟିଙ୍ଗ ରୋଲ(ମେଲ) ଗଜରାଜ ରାଓ(ବଧାଇ ହୋ)
ବିକ୍କି କୋଶଲ(ସଞ୍ଜୁ)
ବେଷ୍ଟ ଆକ୍ଟର ସପୋଟିଙ୍ଗ ରୋଲ(ଫିମେଲ) ସୁଲେଖା ସିକରି(ବଧାଇ ହୋ)
ବେଷ୍ଟ ପ୍ଲେବ୍ୟାକ ସିଙ୍ଗର(ମେଲ) ଅରଜିତ ସିଂ- ଏ ବତନ (ରାଜୀ)
ବେଷ୍ଟ ପ୍ଲେବ୍ୟାକ ସିଙ୍ଗର (ଫିମେଲ) ଶ୍ରୀୟା ଘୋଷାଲ-ଘୁମର(ପଦ୍ମାବତ)
ବେଷ୍ଟ ଲିରିକ୍ସ ଏ ବତନ-ଗୁଲଜାର (ରାଜୀ)
ବେଷ୍ଟ ମ୍ୟୁଜିକ ଏଲବମ ପଦ୍ମାବତ-ସଞ୍ଜୟ ଲିଲା ଭସାଂଲୀ
ବେଷ୍ଟ ଡେବ୍ୟୁ (ମେଲ) ଇଶାନ ଖଟ୍ଟର- ବିୟାଣ୍ଡ ଦ କ୍ଲାଉଣ୍ଡ
ବେଷ୍ଟ ଡେବ୍ୟୁ (ଫିମେଲ) ସାରା ଅଲ୍ଲୀ ଖାନ- କେଦାରନାଥ
ବେଷ୍ଟ ବେଡ୍ୟୁ ଡାଇରେକ୍ଟର ଅମର କୌଶିକ-ସ୍ତ୍ରୀ
ବେଷ୍ଟ ଆକ୍ସନ ବିକ୍ରମ ଦହିୟା ଏବଂ ସୁନିଲ-ମୁକେବାଜ
ଆରଡି ବର୍ମନ ଆଓ୍ୱାର୍ଡ ଏବଂ ଅପକମିଂଙ୍ଗ ଟେଲିଙ୍ଗ ଇନ ଫିଲ୍ମ ମ୍ୟୁଜିକ ନିଲାଦିରି କୁମାର-ଲେଲା ମଜନୁ
ବେଷ୍ଟ ସିନେମେଟୋଗ୍ରାଫି ପଙ୍କଜ କୁମାର-ତୁମ୍ୱାଡ
ଲାଇଫ ଟାଇମ ଆଚିବମେଣ୍ଟ ଆଓ୍ୱାଡ ଶ୍ରୀଦେବି