ପ୍ରକାଶ ଥାଉକି, Veera କେବଳ ଜଣେ ଅଭିନେତା ନଥିଲେ ବରଂ ସେ ଅଭିନେତା ହେବା ସଙ୍ଗେସଙ୍ଗେ ଲେଖକ,କବି,ବିଚାରକ, ଏବଂ ପତ୍ରକାର ଥିଲେ ।
ତାଙ୍କ ଫିଲ୍ମ’କୋର୍ଟ’ ପାଇଁ ତାଙ୍କୁ ରାଷ୍ଟ୍ରିୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ନୂଆଦିଲ୍ଲୀ : ମରାଠି ଫିଲ୍ମ ‘କୋର୍ଟ’ର ଅଭିନେତା Veera Sathidar ଆଉ ଏ ଦୁନିଆଁରେ ନାହାଁନ୍ତି । କରୋନା ସଂକ୍ରମିତ ହେବା ପରେ, ନାଗପୁରର ଏମ୍ସ ହସ୍ପିଟାଲରେ ଗତ ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି । ଖବର ଅନୁଯାୟୀ, କରୋନା ସଂକ୍ରମିତ ହେବାପରେ ଗତ ସପ୍ତାହରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ପ୍ରକାଶ ଥାଉକି, Veera କେବଳ ଜଣେ ଅଭିନେତା ନଥିଲେ ବରଂ ସେ ଅଭିନେତା ହେବା ସଙ୍ଗେସଙ୍ଗେ ଲେଖକ,କବି,ବିଚାରକ, ଏବଂ ପତ୍ରକାର ଥିଲେ ।
ତାଙ୍କ ଫିଲ୍ମ’କୋର୍ଟ’ ପାଇଁ ତାଙ୍କୁ ରାଷ୍ଟ୍ରିୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।