ବୁଧବାର ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ହରିଶ ଖାନ୍ ନାମକ ଜଣେ ଡ୍ରଗ୍ସ ପେଡଲରଙ୍କୁ ଗରଫ କରାଯାଇଛି । ପୁଣି ଥରେ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବେଶ ତତ୍ପର ହୋଇ ଉଠିଛି ଏନସିବି । ଲଗାତାର ଏହାର ଯାଂଚ ଜାରି ରଖିଛି ।
ଏହା ପୂର୍ବରୁ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠନୀଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା ।