ସେ ଲେଖିଛନ୍ତି ଯେ, ‘ ମୋ ପତ୍ନୀ ମତେ ମୋ ଛୋଟ ପିଲାର ସେହି ସବୁ ସିଖାଇବାକୁ ସୁଯୋଗ ଦେଇଛନ୍ତି , ଯାହା ମୋ ପିତା ମତେ ସିଖାଇଥିଲେ । ସେ ସବୁଦିନ ମୋ ଜୀବନରେ ଭଲ ପାଇବା ଭରି ଦେଉଛନ୍ତି । ସବୁଠାରୁ ଜରୁରୀ ନୀତି ଏବଂ ଛଆ ଉଭୟ ଠିକ୍ ଅଛନ୍ତି । ହାତଯୋଡି ନୀତି ଏବଂ ନିହାର ପରିବାର, ଡକ୍ଟର, ବନ୍ଧୁ ଏବଂ ସମସ୍ତ ଶୁଭଚିନ୍ତକ ମାନଙ୍କୁ ଧନ୍ୟବାଦ୍ କରୁଛନ୍ତି । ଯେଉଁମାନେ ସବୁବେଳେ ଢେର ସାରା ଭଲପାଇବା ଦେବା ସହିତ, ସବୁବେଳେ ସାଥିରେ ଅଛନ୍ତି ।
କେବଳ ନିହାର ନୁହଁନ୍ତି, ବରଂ ନୀତିଙ୍କ ଭଉଣୀ ଶକ୍ତି ମୋହନ ମଧ୍ୟ ତାଙ୍କ ଇନଷ୍ଟା ଷ୍ଟୋରୀରେ ପୋଷ୍ଟ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ସେ ନୀତି ଏବଂ ନିହାରଙ୍କର ଫଟୋ ସେୟାର କରି, ଲେଖିଛନ୍ତି ଯେ, ‘ ପୁଅ ହୋଇଛି । ଫଟୋରେ ନିହାର, ନୀତିଙ୍କ ମଥାରେ ଚୁମ୍ବନ ଦେଉଥିବା ନଜର ଆସୁଛନ୍ତି । ଏହା ସହିତ ତାଙ୍କର ଆଉ ଜଣେ ଭଉଣୀ ମୁକ୍ତି ମୋହନ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି , ନିତୀଙ୍କ ମା’ ହେବାର ଖୁସି ଖବର ସେୟାର କରିଛନ୍ତି ।