ଏଥିରେ ସେ, ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଲାଇନିଂ ଡ୍ରେସ୍ ପିନ୍ଧିଥିବାର ନଜର ଆସୁଛି । ଏହା ସହିତ, ତାଙ୍କର ଖୋଲା କେଶ ଏବଂ ଲାଇଟ୍ ମେକଅପ୍ ତାଙ୍କ ଲୁକକୁ ଏକଦମ୍ ଡିଫରେଣ୍ଟ କରୁଛି ।
ନୂଆଦିଲ୍ଲୀ : ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ । ଗତକିଛି ଦିନ ଧରି ସେ ତାଙ୍କ ପ୍ରେଗନେନ୍ସିକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । ଏବେ ସେ ହସ୍ପିଟାଲରୁ ନିଜ ଘରକୁ ଆସି ସାରିଛନ୍ତି । ଏହାପରେ ସେ ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକଦମ୍ ଭିନ୍ନ ଲୁକରେ ନଜର ଆସୁଛନ୍ତି । ସେ ଏହି ଫଟୋ ସେୟାର କରିବା ସଙ୍ଗେସଙ୍ଗେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।
ଏଥିରେ ସେ, ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଲାଇନିଂ ଡ୍ରେସ୍ ପିନ୍ଧିଥିବାର ନଜର ଆସୁଛି । ଏହା ସହିତ, ତାଙ୍କର ଖୋଲା କେଶ ଏବଂ ଲାଇଟ୍ ମେକଅପ୍ ତାଙ୍କ ଲୁକକୁ ଏକଦମ୍ ଡିଫରେଣ୍ଟ କରୁଛି ।