ଘଟଣାସ୍ଥଳରୁ ଅଳ୍ପ ପରିମାଣରେ ଡ୍ରଗ୍ସ ମଧ୍ୟ ଉଦ୍ଧାର କରାଯାଇଛି ।
ଏପଟେ ଅକ୍ଟୋବର ୨ରାତିରେ ଗିରଫ ହେବା ପରେ ବଲିଉଡ ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଏନସିବି ହେପାଜତକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଆର୍ଯ୍ୟନଙ୍କ ସହିତ ଗିରଫ ହୋଇଥିବା ଦୁଇ ମୁନମୁନ୍ ଧାମଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ହେପାଜତକୁ ପଠାଯାଇଛି।