ଏହି ଗୀତକୁ ଦେଶି ମ୍ୟୁଜିକ୍ ଫ୍ରାକ୍ଟ୍ରି ୟୂ-ଟ୍ୱୁବ୍ ଚ୍ୟାନେଲରେ ସେୟାର କରାଯାଇଛି ।
ଏଥିରେ ଟୋନି କକ୍କର ଏବଂ ହିବା ନୱାବ ଦୁହେଁ ଦୁହିଙ୍କୁ ଭଲପାଉଥିବା ଦେଖିବାକୁ ମିଳୁଛି । ହିବା ନୱାବ ତାଙ୍କ ଭଲପାଇବା ପାଇଁ ଘରୁ ପଳାଉଛନ୍ତି । ଏହାପରେ ଆଗକୁ ଆହୁରି ଇଣ୍ଟେ ଷ୍ଟ୍ରିଙ୍ଗ ରହିଛି ଗୀତର ଷ୍ଟୋରୀ ।
ନୂଆଦିଲ୍ଲୀ : ନିକଟରେ ରିଲିଜ୍ ହୋଇ ଯାଇଛି ସଙ୍ଗ୍ ‘Oh Sanam ’ । ବଲଉଡର ପ୍ରସିଦ୍ଧ ସିଙ୍ଗର ଶ୍ରେୟା ଘୋଷାଲ ସବୁବେଳେ ନିଜ ଗାୟିକିରେ ଲୋକମାନଙ୍କର ହୃଦୟ ଜିତିଥାନ୍ତି । ଠିକ୍ ସେହିପରି ସିଙ୍ଗର ଟୋନି କକ୍କର ମଧ୍ୟ, ନିଜ ସ୍ୱରରେ ସବୁବେଳେ ଧୂମ୍ ମଚାଉଥିବା ଦେଖିବାକୁ ମିଳେ । ତେବେ ନିକଟରେ ଦୁହିଁଙ୍କର ସଙ୍ଗ’ଓଃ ସନମ୍’ ରିଲିଜ୍ ହୋଇଯାଇଛି । ଯାହା ରିଲିଜ୍ ହେବା ସଙ୍ଗେସଙ୍ଗେ ୟୂ-ଟ୍ୟୁବ୍ରେ ଧମାଲ ମଚାଇବାରେ ଲାଗିଛି । ଏଥିରେ ଦୁହିଁଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ବିମୋହିତ କରୁଛି । ଶ୍ରେୟା ଘୋଷାଲ ଏବଂ ଟୋନି କକ୍କରଙ୍କୁ ବେଶ ପ୍ରଶଂସା କରୁଛନ୍ତି ଦର୍ଶକ । ଏହି ଗୀତରେ ଟୋନି କକ୍କର ଜଣାଶୁଣା ଟିଭି ଆକ୍ଟ୍ରେସ୍ ହିବା ନୱାବ୍ଙ୍କ ସହ ନଜର ଆସୁଛନ୍ତି । ଯାହାଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରାଯାଉଛି ।