ମୁମ୍ୱାଇ: ଅନେକ ବାଦବିବାଦ ପରେ ଶେଷରେ ଆଜି ରିଲିଜ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ । ଏହି ଫିଲ୍ମଟିକୁ ବକ୍ସ ଅଫିସରେ ଭଲ ରେସପନ୍ସ ମିଳିଛି । ଗୋଟିଏ ପଟେ ଜନତା ନରେନ୍ଦ୍ର ମୋଦିଙ୍କ ପୁନବାର ନିର୍ବାଚନରେ ବିଜୟ ହାସଲ କରିବା ନେଇ ଖୁସି ଥିବାବେଳେ ଅନ୍ୟପକ୍ଷରେ ଲୋକମାନେ ତାଙ୍କ ଜୀବନୀକୁ ନେଇ ତିଆରି ହୋଇଥିବା ଫିଲ୍ମକୁ ପସନ୍ଦ କରିଛନ୍ତି । ଆସନ୍ତୁ ଦେଖିବା ଫ୍ୟାନ୍ସମାନଙ୍କ ପ୍ରତିକ୍ରିୟା ।
Must watch movie... ❤️ #PaisaVasool ... Superb performance by @vivekoberoi ...very well directed by @OmungKumar ?? #PMNarendraModiOn24thMay #PMNarendraModi pic.twitter.com/qxGP2muuvU
— Shruti Tandon (@shruttitandon) May 24, 2019
ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ତେବେ ଜଣେ ୟୁଜର୍ସ ଲେଖିଛନ୍ତି- ମଷ୍ଟ ଓ୍ୱାଚ ଫିଲ୍ମ ଅଟେ । ବିବେକ ଓବରୟ ଭଲ ଅଭିନୟ କରିଛନ୍ତି । ଏହା ଏକ ପୈସା ବସୁଲ ଫିଲ୍ମ ଅଟେ ।
ଏହାସହ ଆଉ ଜଣେ ୟୁଜର୍ସ ଲେଖିଛନ୍ତି- ଯଦି ଏତେ ଭଲ ଫିଲ୍ମ ନିର୍ବାଚନ ପୂର୍ବରୁ ରିଲିଜ ହୋଇଥାନ୍ତା ତ କଂଗ୍ରେସ କୁ ୧୦ ସିଟ୍ ମଧ୍ୟ ମିଳିନଥାନ୍ତା । ଏହା ଭଲ ଫିଲ୍ମ ଅଟେ ।Thank you @ChuckRobbins. Am happy that you talk about Digital India.
The Government of India stands committed to leveraging the power of technology to transform the lives of 1.3 billion Indians. https://t.co/UWVgW9eEZ0 — Narendra Modi (@narendramodi) May 24, 2019
THE #BIOPICNarendraModi IS #MUSTWATCH ,its tribute to modiji"s true patriotism for country,INDIANS WILL FEEL PROUD TO HAVE SUCH A DYNAMIC #PMO AGAIN ,the film ends & LEAVES U ASKING FOR MORE,its such an #inspirational #POWERFULFILM. @vivekoberoi @OmungKumar #blockbuster for sure pic.twitter.com/KKoWDDfp9n
— AARTII NAAGPAL (@aartiinaagpal) May 23, 2019
ଆଉ ଜଣେ ୟୁଜର୍ସ ଲେଖିଛନ୍ତି- ମତେ ତ ଲାଗୁନି କି ଫିଲ୍ମରେ ଅଭିନୟ କରାଯାଇଛି । ଏମିତି ଲାଗୁଛି କି ସବୁକିଛି ସତ । ବିବେକ ଓବରୟଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।