ପ୍ରକାଶ ଥାଉକି, ଏହି ଫିଲ୍ମରେ ପ୍ରଭାସ ଏବଂ ପୂଜା ହେଗଡେଙ୍କ ଯୋଡି ଦେଖିବାକୁ ମିଳିବ ।
ସାମ୍ନାକୁ ଆସିଲା ଫିଲ୍ମ’ରାଧେଶ୍ୟାମ’ର ରିଲିଜ୍ ଡେଟ

ନୂଆଦିଲ୍ଲୀ : ଶେଷରେ ସେହି ଦିନ ଆସି ଯାଇଛି, ଯାହାକୁ ଦର୍ଶକ ଅପେକ୍ଷା କରି ରହିଥିଲେ । ସାମ୍ନାକୁ ଆସିଲା ଫିଲ୍ମ’ରାଧେଶ୍ୟାମ’ର ରିଲିଜ୍ ଡେଟ । ୧୪ ଜାନୁୟାରୀ ୨୦୨୨ରେ ରିଲିଜ୍ ହେବ ଏହି ଫିଲ୍ମ । ଅଭିନେତା ପ୍ରଭାସ ସୋସିଆଲ ମିଡିଆରେ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ୟୁରୋପର ରାସ୍ତାରେ ଚାଲୁଥିବା ନଜର ଆସୁଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, 'Can't wait for you all to watch my romantic saga, #RadheShyam, which has a brand new release date - 14th January, 2022 worldwide!' ।
Download Argus News App
