ତେବେ ଏହାରି ମଧ୍ୟରେ ଅଙ୍କିତା ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବଡ ସରପ୍ରାଇଜ୍ ଦେଇଛନ୍ତି । ସୋସିଆଲ ମିଡିଆରେ ଅଙ୍କିତା ଓ ବିକ୍କିଙ୍କର କିଛି ଫଟୋ ଭାଇରାଲ ହେଉଛି । ଏହା ଦେଖିବା ପରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରି ଦେଇଛନ୍ତି । କେହି କେହି ତାଙ୍କର ଏହି ଫଟୋ ଦେଖି ସେମାନେ ବିବାହ କରି ନେଇଛନ୍ତି କି ବୋଲି ଦ୍ବନ୍ଦରେ ପଡି ଯାଇଛନ୍ତି । କିନ୍ତୁ ପ୍ରକୃତରେ ଏହି ଫଟୋ ବିବାହର ନୁହେଁ ବରଂ ଏହା ହେଉଛି ବିବାହ ପୂର୍ବରୁ ହେଉଥିବା ରସମର ଫଟୋ । ନିଜ ପ୍ରୀ-ଓ୍ବେଡିଂ ସେଲିବ୍ରେସନ ପରେ ଅଙ୍କିତା ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ ପବିତ୍ର’ । ଏହି ଫଟୋରେ ଖୁବ୍ ସୁନ୍ଦର ନଜର ଆସୁଛନ୍ତି ଦୁହେଁ ।
ଆରମ୍ଭ ହୋଇ ଯାଇଛି ଅଙ୍କିତା-ବିକ୍କିଙ୍କ ପଙ୍କସନ୍

ନୂଆଦିଲ୍ଲୀ : ଏବେ ଚାରିଆଡେ ବିବାହର ମାହୋଲ ଚାଲିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କିଛି ସେଲିବ୍ରେଟି , ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ, ଆଉ କିଛି ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏହାରି ମଧ୍ୟରେ ଟେଲି ଅଭିନେତ୍ରୀ ଅଙ୍କତା ଲୋଖାଣ୍ଡେ ଓ ତାଙ୍କ ବୟଫ୍ରେଣ୍ଡ ବିକ୍କି ଜୈନ ମଧ୍ୟ ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
