ଜୟଲଳିତା ଓ ଏମଜି ରାମଚନ୍ଦ୍ରନଙ୍କୁ ଶ୍ରଦ୍ଧାଂଜଳି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଅଭିନେତା ପ୍ରଭାସଙ୍କ ଅଭିନୀତ ଫିଲ୍ମ’ରାଧେଶ୍ୟାମ’ର ଟିଜର ରିଲିଜ୍ ହୋଇଯାଇଛି । ମେକର୍ସଙ୍କ ତରଫରୁ ଏହା ସମସ୍ତ ଫ୍ୟାନ୍ସମାନଙ୍କ ପାଇଁ ଭାଲେଣ୍ଟାଇନ୍ ଉପହାର । ପ୍ରଭାସ-ପୂଜା ହେଗଡେଙ୍କ ମେଗାବଜେଟର ଫିଲ୍ମ’ରାଧେଶ୍ୟାମ’ ଚଳିତ ବର୍ଷ ୩୦ ଜୁଲାଇରେ ପରଦାରେ ରିଲିଜ୍ ହେବାକୁ ଯାଉଛି ।
ଫିଲ୍ମର ଟିଜର ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଏଥିରେ ପ୍ରଭାସ ଏକଦମ୍ ରୋମାଣ୍ଟିକ୍ ମୁଡରେ ନଜର ଆସୁଛନ୍ତି । ଏହା ସହିତ ସେ ତାଙ୍କର ଡାଇଲଗ୍ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରଉଛନ୍ତି । ୫୩ ସେକେଣ୍ଡର ଏହି ଟିଜରରେ ସବୁକିଛି ଦେଖିବାକୁ ମିଳୁଛି ।
ଟିଜର ରିଲିଜ୍ ହେବା ପୂର୍ବରୁ ମେକର୍ସଙ୍କ ତରଫରୁ ଏହାର ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଥିଲା । ଏବେ ଏହାର ଟିଜର ରିଲିଜ୍ ହେବାପରେ , କେବେ ଏହାର ଟ୍ରେଲର ରିଲିଜ୍ ହେବ ତାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ ।