ନଭେମ୍ବର ୧୩ରେ ସେହନାଜ ବଦ୍ରିନାଥ ଧାମ ଯାତ୍ରାର ଦୁଇଟି ଚିତ୍ର ସେୟାର କରିଥିଲେ । ଫଟୋରେ ଅଭିନେତ୍ରୀ ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ନଜର ଆସିଛନ୍ତି।
ଶେହନାଜ ଏକ ମଫଲର ଏବଂ ବିନି ସହିତ ନୀଳ ପଫର୍ ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି। ତେବେ ପ୍ରଥମେ ତାଙ୍କ ପ୍ରଶଂସକ ଭାବିଲେ ସେ ଏକା ଯାଇଛନ୍ତି କିନ୍ତୁ ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓ ଗୁଜବକୁ ନିଶ୍ଚିତ କରିଛି। ଭାଇରାଲ ହେଉଥିବା ଏହି କ୍ଲିପ୍ରେ ରାଘବ ଏବଂ ସେହନାଜଙ୍କ ପରି ଜ୍ୟାକେଟ୍ ପିନ୍ଧିଥିବା ଜଣେ ମହିଳା ମନ୍ଦିରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ଅନୁମାନ କରିଛନ୍ତି ଯେ ସେ ହେଉଛନ୍ତି ସେହନାଜ ଗିଲ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର