ଖବର ମୁତାବିକ୍, ଉଚ୍ଚ ରକ୍ତଚାପ ଜ୍ୱର,ନିଶ୍ୱାସ ନେବାରେ କଷ୍ଟ,ଗଳା ଦରଜ ହେବା କାରଣରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା, । ଏହାପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ।
ରାଜେଣ ଖଟ୍ଟର ଫିଲ୍ମ’ଡନ୍’, ‘ଡନ୍୨’ , ‘ରେସ୍୨ ‘ , ‘ଖିଲାଡି ୭୮୬’ ଭଳି ଅନେକ୍ ଫିଲ୍ମରେ କାମ କରିଛନ୍ତି । କେବଳ ଫିଲ୍ମ ନୁହେଁ , ଏହା ସହିତ ସେ ଧାରାବାହିକରେ ମଧ୍ୟ କାମ କରିଛନ୍ତି ।