ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂହ । ତାଙ୍କ ସହ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍, ପୂଜା ହେଗ୍ଡେ, ବରୁଣ ଶର୍ମା, ଟିକୁ ତଲସାନିୟା, ଜନି ଲିଭର, ସଞ୍ଜୟ ମିଶ୍ରା ପ୍ରମୁଖ ଜଣାଶୁଣା କଳାକାର ସ୍କ୍ରିନ୍ ଶେୟାର କରିଛନ୍ତି ।ଟ୍ରେଲର୍ ଶେଷରେ ନଜର ଆସିଛନ୍ତି ବଲିଉଡ୍ର ଲୀଲା ଦୀପିକା ପାଦୁକୋନ । ଯାହାକୁ ନେଇ ଦୀପିକାଙ୍କ ଫ୍ୟାନ୍ସମାନେ ଖୁବ ଉତ୍ସାହି ଅଛନ୍ତି।
ଫିଲ୍ମ 'ସର୍କସ'ର ଟ୍ରେଲର ରିଲିଜ, ଫ୍ୟାନ୍ସ ମହଲରେ କ୍ରେଜ

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ବିଲିଉଡ ଷ୍ଟାର ରଣବୀର ସିଂ। ତାଙ୍କ ଅଭିନୀତ ଫିଲ୍ମ ‘ସର୍କସ୍’ର ଟ୍ରେଲର୍ ରିଲିଜ ହୋଇଛି। ଯାହା ଏବେ ଟ୍ରେଣ୍ଡରେ ରହିଛି। ଫିଲ୍ମର କାହାଣୀକୁ ନେଇ ସିନେପ୍ରେମୀ ଏବେଠାରୁ ଉତ୍ସୁକ ।ଫିଲ୍ମ ‘ସର୍କସ୍’ ହେଉଛି ସେକ୍ସପିୟରଙ୍କ ନାଟକ ‘ଦ କମେଡି ଅଫ୍ ଏର୍ର୍ସ’ର ନାଟ୍ୟ ରୂପାନ୍ତର । ଆସନ୍ତା ୨୩ ତାରିଖରେ ଏଇଟି ମୁକ୍ତିଲାଭ କରିବ ।
Download Argus News App
