ମିଡିଆ ରିପୋର୍ଟ ଅନୁଯାୟୀ, ଦ୍ରୋପଦୀଙ୍କ ଚରିତ୍ରକୁ ନେଇ ଆଧାରିତ ହେବ ଫିଲ୍ମର କାହାଣୀ । ଏହା ଏକ ବହୁତ୍ ବଡ ପ୍ରୋଜେକ୍ଟ । ଆଜିର ସମୟ ହିସାବରେ ଏହାକୁ ନିର୍ମାଣ କରାଯିବ । ଫିଲ୍ମଟି ମଡର୍ଣ୍ଣ ଏବଂ କଣ୍ଟେମ୍ପରାରୀ ହେବ । ଏଥିରେ ରିୟାଙ୍କୁ ଦ୍ରୋପଦୀ ଭୂମିକା ପାଇଁ ଅଫର ଦିଆ ଯାଇଛି ।
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି । ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ରିୟା, ଏବେ ଆଉ ଏକ ବଡ ପ୍ରୋଜେକ୍ଟକୁ ନେଇ ବେଶ ଚର୍ଚ୍ଚାରେ । ରିୟାଙ୍କୁ ଏକ ବଡ ବଜେଟ ଫିଲ୍ମରେ ଅଫର ମିଳିଛି । ଯେଉଁଥିରେ ସେ ଦ୍ରୋପଦୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏବେ ସେ ତାଙ୍କର ଏହି ପ୍ରୋଜେକ୍ଟକୁ ନେଇ ବେଶ ଉସ୍ବାହିତ ଅଛନ୍ତି ।