ପ୍ରକାଶ ଥାଉକି,୨୦୧୪ରେ ପ୍ରିୟଙ୍କା ବୋହରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରଣବିଜୟ ସିଂହ । ୨୦୧୭ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।
ଦ୍ୱିତୀୟ ସନ୍ତାନର ବାପା ହେଲେ ରଣବିଜୟ ସିଂହ

ନୂଆଦିଲ୍ଲୀ : ଦ୍ୱିତୀୟ ସନ୍ତାନର ବାପା ହେଲେ ରୋଡିଜ ଫେମ ରଣବିଜୟ ସିଂହ । ରଣବିଜୟଙ୍କ ପତ୍ନୀ ପ୍ରିୟଙ୍କା ବୋହରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଫ୍ୟାନ୍ସ ମାନଙ୍କ ସହ ରଣବିଜୟ ଏହି ଖୁସି ଖବର ସେୟାର କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ସେୟାର କରି ପୁତ୍ର ସନ୍ତାନ ଆସିଥିବାର ସୂଚନା ଦେଇଛନ୍ତି । ଲେଖିଛନ୍ତି ଯେ, ‘ସୁ ଗେମ୍ । ୧୨ ଜୁଲାଇ ୨୦୨୧ ‘ । ଏହି ଖୁସି ଖବର ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Download Argus News App
