କୁହାଯାଉଛି କି ଦୁହେଁ ଦୁହିଁଙ୍କ ପରିବାର ସହ ଦୁବାଇରେ ଭ୍ୟାକେସନ ଉପଭୋଗ କରୁଛନ୍ତି। ରଶ୍ମିକା ଏବଂ ବିଜୟଙ୍କ ଭାଇରାଲ ଫଟୋରେ ଅଭିନେତା ସେହି ପୋଷାକରେ ନଜର ଆସିଛନ୍ତି ଯାହାକୁ ସେ ନିଜେ ପରିବାର ସହିତ କ୍ଲିକ କରିଛନ୍ତି। ତାହା ପୁଣି ରଶ୍ମିକାଙ୍କ ସହ ଫଟୋରେ ଦେଖିବାକୁ ମିଳିଛନ୍ତି। ଶୁଣିବାକୁ ମିଳୁଛି ଯେ ରଶ୍ମିକା ବିଜୟ ଏବଂ ତାଙ୍କ ପରିବା ଛୁଟିରେ ସାମିଲ ହୋଇଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
Virosh at Dubai #VijayDeverakonda #RashmikaMandanna pic.twitter.com/VDfyNhlkel — Rashmika VijayDeverakonda 💕 (@Rashmikavijay8) January 30, 2023