ଦର୍ଶକମାନେ ସଲମାନଙ୍କୁ ଶେଷଥର ଥିଏଟରରେ ତାଙ୍କ ଭିଣୋଇଙ୍କ ମୁଭି `ଅନ୍ତିମ’ରେ ଦେଖିଥିଲେ। ଏହା ଗତ ବର୍ଷ ନଭେମ୍ବରରେ ରିଲିଜ ହୋଇଥିଲା। ଏବେ ସଲମାନଙ୍କ `କିସି କା ଭାଇ କିସି କି ଜାନ’ ରିଲିଜ ହେବ। ଡାଇରେକ୍ଟର ଫରହାଦ ସାମଜିଙ୍କ ଏହି ଫିଲ୍ମ ୨୦୨୩ ମସିହା ଇଦରେ ରିଲିଜ ହେବ। ଏବେ ଏହି ଫିଲ୍ମ ରିଲିଜ ପାଇଁ ଢେର ସମୟ ଅଛି। ତେବେ ଦର୍ଶକ ମଧ୍ୟ ସଲମାନଙ୍କ ନୂଆ ଅନ୍ଦାଜକୁ ଦେଖିବାକୁ ଖୁବ ଉତ୍ସାହିତ ଥିବାବେଳେ ଫିଲ୍ମକୁ ନେଇ ବେଶ ଆଶାବାଦୀ ମଧ୍ୟ ଅଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।