ମନୋରଞ୍ଜନ ଖବର ଅଧିକ ପଢ଼ନ୍ତୁ:
କହିବାକୁ ଗଲେ ‘ଗ୍ୟାସ ଲାଇଟ୍’ ବ୍ୟତୀତ ସାରା ଅଲି ଖାନ ଅନେକ ବଲିଉଡ ଫିଲ୍ମରେ ଦେଖିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ଖୁବ ଶୀଘ୍ର ଭିକି କୌଶଲଙ୍କ ବିପକ୍ଷରେ ଚଳଚ୍ଚିତ୍ର ‘ଜରା ହଟକେ ଜାରା ବଚକେ’ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କୁ ‘ଏ ଓ୍ୱତନ୍ ମେରେ ଓ୍ୱତନ୍’ ଏବଂ ଅନୁରାଗ ବସୁଙ୍କ ‘ମେଟ୍ରୋ ଇନ୍ ଦିନୋ’ରେ ମଧ୍ୟ ଦେଖିବାକୁ ମିଳିବ।ତାଙ୍କ ଚଳଚ୍ଚିତ୍ର ୩୧ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି। ଯାହାର ଟ୍ରେଲର ମଧ୍ୟ ରିଲିଜ ହୋଇଛି।