ଏଥିରେ ଶର୍ମାଜୀଙ୍କ ଚରିତ୍ରରେ ପରେଶ ରାଓ୍ବଲ ଏକଦମ୍ ଶାନ୍ତ ଏବଂ ଖୁସି ନଜର ଆସୁଛନ୍ତି । ଏହା ନିର୍ଦ୍ଦେଶନା କରୁଛନ୍ତି ନବଦିତ୍ ହିତେଷ ଭାଟିଆ ।
ଋିଷି କପୁରଙ୍କ ଝିଅ ରିଧିମା କପୁର ସାହନୀ ଏହାର ପୋଷ୍ଟର ସେୟାର କରି, ସ୍ପେଷାଲ ମେସେଜ୍ ଲେଖିଛନ୍ତି ଏବଂ ପରେଶ ରାଓ୍ବଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ ଲେଖିଛନ୍ତି ଯେ, ‘ମିଷ୍ଟର ପରେଶ ରାଓ୍ବଲଙ୍କୁ ବହୁତ୍ ବୁହତ୍ ଧନ୍ୟବାଦ୍ । ସେ ଋିଷିଜୀଙ୍କ ସ୍ଥାନରେ ଫିଲ୍ମଟି ପୁରା କରିଛନ୍ତି । ଏବଂ ତାଙ୍କ ଚରିତ୍ରକୁ ନିଭାଇବାକୁ ଏପରି ଷ୍ଟେପ ନେଇଛନ୍ତି ।
ପ୍ରକାଶ ଥାଉକି, ୩୦ ଏପ୍ରିଲ ୨୦୨୦ରେ ଅଭିନେତା ଋିଷି କପୁରଙ୍କ ଦେହାନ୍ତ ହୋଇଥିଲା ।