ଅର୍ଗସ ବ୍ୟୁରୋ: ନିଜ ଝିଅକୁ ନେଇ ଏଭଳି ମନ୍ତବ୍ୟ ଦେଲେ ଶତ୍ରୁଘ୍ନ ସିହ୍ନା। କହିଲେ ସୋନିକ୍ଷୀଙ୍କୁ ମୋ ସମ୍ପତ୍ତିରୁ ଟଙ୍କାଟେ ବି ଦେବିନି। ହେଲେ କାହିଁକି ଏପରି କହିଲି ଶତ୍ରୁଘ୍ନ ସିହ୍ନା, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଖବର ପରେ ଅନେକ ଲୋକ ଅନେକ ମନ୍ତବ୍ୟ ଦେଉଛନ୍ତି। କେହି କେହି ଏହା ମଧ୍ୟ କହୁଛନ୍ତି କି ସୋନାକ୍ଷୀଙ୍କ ଉପରେ ରାଗିଛନ୍ତି କି ତାଙ୍କ ବାପା ଶତ୍ରୁଘ୍ନ। ଯେଉଁଥି ପାଇଁ ଏଭଳି ନିଷ୍ପତ୍ତି ନେଲେ। ପ୍ରକୃତରେ ଘଟଣା କିଛି ଏପରି ରହିଛି।
ଶତ୍ରୂଘ୍ନ କହିଛନ୍ତି ତାଙ୍କର କୋଟି କୋଟି ସମ୍ପତ୍ତିରେ ଝିଅ ସୋନାକ୍ଷୀର କୌଣସି ଅଧିକାର ନାହିଁ।
ସେ କହିଛନ୍ତି, ସୋନାକ୍ଷୀ ଆତ୍ମନିର୍ଭରଶୀଳ। ସେ ତାଙ୍କ ଅଭିନୟ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରିରେ ଧନ ଏବଂ ଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର କିଛି ଅଭାବ ନାହିଁ। ତେଣୁ ତାକୁ ମୋ ଧନରୁ ଟଙ୍କାଟିଏ ଦେବାର ନାହିଁ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ