Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଦିଲ୍ଲୀ ବିଜେପିର କାର୍ଯ୍ୟାଳୟରେ ଚାଲିଛି କୋର୍ କମିଟି ବୈଠକ
ଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଆଶ୍ବସ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧିକୁ ଏପ୍ରିଲ ଏକ ଯାଏଁ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉସ ଆଭିନିଉ କୋର୍ଟ । 7 ଦିନର ପ୍ରଥମ ପର୍ଯ୍ୟାୟ ଇଡି ରିମାଣ୍ଡ ଶେଷ ହେବା ପରେ ଆଜି କେଜରିୱାଲଙ୍କୁ ଅଦାଲତରେ ହାଜର କରାଯାଇଥିଲା। କେଜ୍ରିଓ୍ବାଲ ନିଜ ପାଇଁ ନିଜ
ଡାକ୍ତରଖାନାର ସମସ୍ୟାକୁ ଦାବି କରି ଅଞ୍ଚଳବାସୀଙ୍କ ଧାରଣା
କଟକ : ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଅଞ୍ଚଳବାସୀଙ୍କ ଡାକ୍ତରଖାନା ଆଗେରେ ଧାରଣା। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଗନ୍ନାଥପୁର ଠାରେ। ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନାହାନ୍ତି, ସମସ୍ତ ଔଷଧ ମିଳୁନି , ଆବଶ୍ୟକୀୟ ପରୀକ୍ଷା ପାଇଁ ଲାବରେଟୋରିରର କର୍ମଚାରୀ ଅଭାବ ଏଭଳି ବିଭିନ୍ନ ସମସ୍ୟ