ତେବେ ଏଭଳି କଠିନ ପରିସ୍ଥିତିରୁ ରିକଭରି କରିବା ପରେ, ଇନଷ୍ଟା ଷ୍ଟୋରୀରେ ଏକ ପାଓ୍ବାରଫୁଲ ପୋଷ୍ଟ ସେୟାର କରିଛନ୍ତି ଶିଳ୍ପା ଶେଟ୍ଟୀ । ଅଭିନେତ୍ରୀ ଏକ ବହିର ପେଜ୍ ସେୟାର କରିଛନ୍ତି , ଯେଉଁଥିରେ ଲେଖା ଯାଇଛି ଯେ, ‘ ଆମେ ସମସ୍ତେ ଶୁଣିଛନ୍ତି କି, ପରିସ୍ଥିତି ଆମକୁ ଦୃଢ କରେ । ଏହା ସତ ହୋଇପାରେ କିନ୍ତୁ ସେହି ସରଳ ଉପାୟରେ ନୁହେଁ, ଯେମିତି ଆମେ ଭାବନ୍ତି । କଠିନ ସମୟ ଆମକୁ କେବଳ ଆମକୁ ଭଲ କରି ନଥାଏ ବରଂ କଠିନ ପରିସ୍ଥିତିକୁ ସାମ୍ନା କରିବା ଆମକୁ ଦୃଢ କରେ’ ।
ପରିସ୍ଥିତି ଆମକୁ ସେତିକି ଦୃଢ କରେ ,ଯାହା ଆମକୁ ଜଣାନଥାଏ ଯେ ତାହାଆମ ପାଖରେ ଅଛି । ମୁଁ ଖରାପ ସମୟକୁ ସେତିକି ଘୃଣା କରେ, ଯେତିକି ଅନ୍ୟମାନେ କରନ୍ତି । କିନ୍ତୁ ମୁଁ ଜାଣେ ଯେ, ମୁଁ ସେତିକି ଦୃଢ ଅଟେ, ଯେ ସେହି କଠିନ ପରିସ୍ଥିତିରୁ ନିଜକୁ ରିକଭରି କରିନେବି’ ।