ସୋନାକ୍ଷୀ ସିହ୍ନା ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାତ ହାତରେ ଏକ ଚକମକ କରୁଥିବା ରିଙ୍ଗ ପିନ୍ଧିଛନ୍ତି । ଏହି ଫଟୋ ସେୟାର କରିବାବେଳେ ସେ ଲେଖିଛନ୍ତି, ‘ଏହା ମୋ ପାଇଁ ଏକ ବିଶେଷ ତଥା ବଡ଼ ଦିନ । ମୋର ସବୁଠାରୁ ବଡ ସ୍ୱପ୍ନ ସାକାର ହେବାକୁ ଯାଉଛି ଟ୍ଟ ମୁଁ ଏହାକୁ ସମସ୍ତଙ୍କ ସହ ସେୟାର କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ ...‘ କାରଣ ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏହା ଏତେ ସହଜ ଥିଲା।
ତେବେ ସୋନାକ୍ଷୀ ସିହ୍ନାଙ୍କ ଏହି ଫଟୋ ସେୟାର ପରେ ଏବେ ଚର୍ଚ୍ଚା ଜୋର ଧରିଛି।
ଆହୁରି ଅଧିକ ମନୋରଞ୍ଜନ ଖବର ପଢନ୍ତୁ...