ଏହି ଲୁକ ମାଧ୍ୟମରେ ସନ୍ନି ଅନେକ ଚର୍ଚ୍ଚାରେ ଥିବାବେଳେ ଏବେ ତାଙ୍କର ଆଉ ଏକ ଲୁକ ସାମ୍ନାକୁ ଆସିଛି। କାନ୍ସ ଫିଲ୍ମ ଫେଷ୍ଟିଭାଲର ତୃତୀୟ ଦିନରୋ ସନ୍ନି ଏକ ଜୁଲଫର ମିଲାଓ କୁଲ ସୋଲଜର ଡ୍ରେସ ପିନ୍ଧିଥିଲେ। ସେ ହାଇ ହିଲ ପିନ୍ଧିବା ସହ ଅଳ୍ପ ମେକଅପରେ ନିଜ ଲୁକକୁ ପୁରା କରିଛନ୍ତି। ପ୍ରଶଂସକମାନେ ସନ୍ନିଙ୍କ ଫ୍ୟାଶନ ଏବଂ ତାଙ୍କ କାନ୍ସ ଲୁକକୁ ଖୁବ ପସନ୍ଦ କରିଛନ୍ତି। ସେ ଏହି ଫିଲ୍ମ ଫେଷ୍ଟିଭାଲରେ ତାଙ୍କ `କେନେଡି'ର ଜୋରଦାର ପ୍ରଚାର କରୁଛନ୍ତି। ଏହି ଫିଲ୍ମଟି ଏକମାତ୍ର ଭାରତୀୟ ଫିଲ୍ମ , ଯାହାକି କାନ୍ସ ଜୁରୀ ଦ୍ବାରା ମନୋନୀତ ହୋଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର