ପିଡୀତା ଏକଥା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭୂଷଣ କୁମାର ତାଙ୍କର ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଇଛନ୍ତି ।
ପ୍ରକାଶ ଥାଉକି, ଏହା ପ୍ରଥମ ଥର ନୁହେଁ ଯେ, ଭୂଷଣ କୁମାରଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । ଏହା ପୂର୍ବରୁ ମଧ୍ୟ ମିଟୁ କ୍ୟାମ୍ପେନ ମାଧ୍ୟମରେ ମଡେଲ ମାରିନା କୁନଓ୍ବର ମଧ୍ୟ ଭୂଷଣ କୁମାର ଶାରୀରିକ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଥିଲେ ।