ତେବେ ତମନ୍ନା ଭାଟ୍ଟିଆଙ୍କୁ ଶେଷ ଥର ପାଇଁ ମହେଶ ବାବୁଙ୍କ ଫିଲ୍ମ’ Sarileru Neekevvaru ’ ରେ ଦେଖିବାକୁ ମିଳିଥିଲା । ସେଥିରେ ସେ ଏକ ଆଇଟମ୍ ଡାନ୍ସ କରିଥିବା ନଜର ଆସିଥିଲେ । ଯାହାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରଥିଲେ । ଅଧିକ ହିନ୍ଦୀ ଫିଲ୍ମରେ ସେ କାମ କରି ନାହାଁନ୍ତି ସତ, ହେଲେ ସାଉଥ୍ରେ ସେ ଜଣେ ଜଣାଶୁଣା ଅଭିନେତ୍ରୀ । ତେବେ ନିକଟରେ ନୱାଜୁଦ୍ଦିନ୍ ସିଦ୍ଦ୍କିଙ୍କ ସହିତ ତାଙ୍କର ‘ବଲେ ଚୁଡିଆଁ’ ଟାଇଟେଲ୍ର ଏକ ହିନ୍ଦୀ ଫିଲ୍ମ ଆସିବାକୁ ଯାଉଛି । କେବଳ ଏତିକି ନୁହେଁ , ଏହା ସହିତ ହିନ୍ଦୀ ଫିଲ୍ମ’ Andhadhun ’ର ତେଲୁଗୁ ରିମେକ୍ରେ ମଧ୍ୟ ତମନ୍ନାଙ୍କୁ ଦେଖିବାକୁ ମିଳିବ ।
ତେବେ ଦେଖିବାକୁ ବାକି ରହିଲା, ଆଇପିଏଲ୍ର ଏହି ଆଡ୍ରେ ତମନ୍ନା ତେବେ ଧୂମ୍ ମଚାଉଛନ୍ତି ।