ବିବାହ ପରେ ନିଖିଲ ପଟେଲ ଏବଂ ଦଲଜିତ ବହୁତ ଖୁସି ନଜର ଆସିଥିଲେ। ବିବାହରେ ଦୁହେଁ ଧଳା ରଙ୍ଗ ସହ ନାଲି କଲର ଲୁକରେ ନଜର ଆସିଥିଲେ। ଦୁହେଁ ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ଦଲଜିତ ଏବେ ନିଖିଲଙ୍କ ସହ ଦେଶ ଛାଡ଼ି ନାଇରୋବି ସ୍ଥାନନ୍ତର ହେବେ।
ସୂଚନା ଥାଉ କି, ଏହାହେଉଛି ଦଲଜିତଙ୍କ ତ୍ବିତୀୟ ବିବାହ। ପୂର୍ବରୁ ସେ ଟେଲି ଅଭିନେତା ସାଲିନଙ୍କୁ ବିବାହ କରିଥିଲେ। ମନୋମାଳିନ୍ୟ ହେବାରୁ ଦୁହେଁ ଦୁହିଁଙ୍କୁ ଦୀର୍ଘବର୍ଷ ପରେ ଛାଡ଼ପତ୍ର ଦେଇଥିଲେ।
ଅଧିକ ମନେରାଞ୍ଜନ ଖବର ପଢ଼ନ୍ତୁ