ଫିଲ୍ମରେ ଲିଡରେ ଅଛନ୍ତି ପୂର୍ବଭଳି ସଲମାଲ ଖାନ, କ୍ୟାଟ୍ରିନା କୈଫ । ଏହାସହ ଏଥିରେ କିସିଂ ବୟ ଇମ୍ରାନ ହାଜମୀଙ୍କୁ ମଧ୍ୟ ଧେଖିବାକୁ ମିଳିବ। ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ଇଦ୍ ପୂର୍ବରୁ ଏପ୍ରିଲ-୩ରେ ରିଲିଜ ହେବ ଏହି ଫିଲ୍ମଟି ।
Hum sab apna apna khayal rakhen.. Tiger3 on 2023 Eid… let’s all be there ..Releasing in Hindi, Tamil and Telugu. Celebrate #Tiger3 with #YRF50 only at a big screen near you on 21st April 2023. #KatrinaKaif | #ManeeshSharma | @yrf | #Tiger3 pic.twitter.com/StPMGrZ1v5 — Salman Khan (@BeingSalmanKhan) March 4, 2022