ପ୍ରଥମେ ଗୀତ ବାଜିବା ପରେ ରଣଭୀର ସିଂହ ନାଚ ଆରମ୍ଭ କରୁଛନ୍ତି । ନିକଟରେ ମନ୍ତ୍ରୀ ଛିଡା ହୋଇଛନ୍ତି । ପରେ ରଣଭୀର ଆଉ ଅପେକ୍ଷା ନକରି ମନ୍ତ୍ରୀଙ୍କୁ ଟାଣିଆଣନ୍ତି । ଆଉ ମନ୍ତ୍ରୀ ମଧ୍ୟ ମନା ନକରି ଟିକିଏ ଷ୍ଟେପ କରିଦିଅନ୍ତି । ଯାହାକୁ ଖୁବ ପସନ୍ଦ କରନ୍ତି ସେଠାରେ ଥିବା ଦର୍ଶକ । ଅନୁରାଗ ଠାକୁରଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି ।
The power of Bollywood transcends barriers!
Union Minister @ianuragthakur with @RanveerOfficial at @IndiaExpo2020 #DubaiExpo2020. pic.twitter.com/YMRF6FKR9u — Office of Mr. Anurag Thakur (@Anurag_Office) March 28, 2022