Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସାଢେ ୮ରେ ୩୬ ଛୁଇଁଲା ତାପମାତ୍ରା
ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ
କୋରାପୁଟ: ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ମାନୟମ୍ ଜିଲ୍ଲାର ସାଲୁର ନିର୍ବାଚନ ମଣ୍ଡଳୀରେ YSRCP ସାଲୁରୁ ବିଧାୟକ ପ୍ରାର୍ଥୀ ପିଡ଼ିକା ରାଜନ ଦୋରା ନାମାଙ୍କନ ବେଳେ କୋଟିଆ ବାସୀ ସାମିଲ ହୋଇଥିଲେ । ଆନ୍ଧ୍ର ପକ୍ଷରୁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ସାମିଲ କରାଯାଉଥିଲେ ମଧ୍ୟ ଓଡିଶା ସରକାର ଚୁପ ରହିଛନ୍ତି । ଓଡି
ବାଲି ବୋଝେଇ ଟ୍ରାକ୍ଟର ଜବତ: ବାଲି ମାଫିଆ, ଡ୍ରାଇଭର ଫେରାର
ଅର୍ଗସ ବ୍ୟୁରୋ: ଅନୁଗୁଳ ସିଆରିମାଳିଆ ନାଳରୁ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଛେଣ୍ତିପଦା ବନାଞ୍ଚଳ ତଥା ଛେଣ୍ତିପଦା ସଂରକ୍ଷିତ ଜଙ୍ଗଲରେ ଥିବା ସିଆରିମାଳିଆ ନାଳରୁ ଦୀର୍ଘ ଦିନ ହେବ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ବନବିଭାଗ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି l ଘଟଣାସ୍ଥଳରୁ ବାଲି ମାଫିଆ, ଡ୍ରାଇଭର, ଶ୍ରମିକମାନେ ଫେରାର ହୋଇଯାଇଛନ୍ତି । ବନବିଭା