ଅନେକ ଦିନ ଧରି ବିଭିନ୍ନ ରୋଗରେ ପିଡିତ ଅଛନ୍ତି ବିଜୟକାନ୍ତ । ଏହି କାରଣରୁ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି ।
ସୂଚନାଯେଗ୍ୟ : ଗତ ଡିସେମ୍ବର ମାସରେ ବିଜୟକାନ୍ତ କରୋନା ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ । ଏହାପରେ ଦୁହେଁ ହସ୍ପିଟାଲରେ ରହି ଚିକିସ୍ବିତ ହୋଇଥିଲେ । ଅନେକ ଦିନ ଧରି ଦୁହେଁ ଚିକିସ୍ବିତ ହେବାପରେ, ଡିସଚାର୍ଜ ହୋଇ ଘରକୁ ଫେରିଥିଲେ ।