ସୂଚନାଯୋଗ୍ୟ : ଗୁରୁବାର ଦିନ କରୋନା ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଇଥିଲେ, ବିବେକ୍ । ଟୀକା ନେବାରେ ମାତ୍ର ଦିନକ ପରେ ତାଙ୍କର ହୃଦଘାତ ହୋଇଛି । ସେ ଟୀକା ନେବା ପରେ ସମସ୍ତଙ୍କୁ ଟୀକା ନେବା ପାଇଁ ମଧ୍ୟ କହିଥିଲେ ।
ହୃଦ୍ଘାତର ଶିକାର ହେଲେ ତାମିଲ ଅଭିନେତା ବିବେକ୍
ଖୁଲମଖୁଲା ଚାଲିଛି ଗଞ୍ଜେଇ ଚାଲାଣ, ୪ ମାଫିଆ ଗିରଫ

ଅର୍ଗସ ବ୍ୟୁରୋ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଏହାସହ ମାଫିଆ ଗିରଫ ହୋଇଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣରେ ବ୍ୟବହୃତ କାର ଓ ବାଇକ ଜବତ କରିଛି ପୋଲିସ।
ଏହି ଘଟଣାରେ ପୋଲିସ 4ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଅଭିଯୁକ୍ତମାନେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ବିଶ୍ୱସ୍ତସୂତ୍ରର
Download Argus News App
