ଅଧିକ ପଢନ୍ତୁ: ନାତୁଣୀ ନବ୍ୟାକୁ ଉପଦେଶ ଦେଲେ ଜୟା ବଚ୍ଚନ
‘ଦ ବିଗ ବ୍ୟାଙ୍ଗ ଥିଓରି’ର ଏକ ଏପିସୋଡରେ ମାଧୁରୀ ଏବଂ ଐଶୋର୍ଯ୍ୟାଙ୍କୁ ତୁଳନା କରାଯାଇଥିଲା । ଯେଉଁଥିରେ ଆକ୍ଟର କୁନାଲ ନାୟର ମାଧୁରୀଙ୍କ ଚରିତ୍ରକୁ ନେଇ ଖରାପ କଥା କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ୟୁଜର୍ସ ମାନେ ଏହି ଏପିସୋଡକୁ ନେଇ ଅନେକ ଗାଳିଗୁଲଜ କରିଥିଲେ । ଅନେକ ଲୋକ ଏହାକୁ ମହିଳା ବିରୋଧୀ କାର୍ଯ୍ୟକ୍ରମ ବୋଲି କହିଥିଲେ ।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ