ସହାୟତା ଅପେକ୍ଷାରେ ଅକ୍ଷୟ ...
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୨୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୩୦ ହଜାର ୩୨୧ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
ସମ୍ବଲପୁରରୁ ସର୍ବାଧିକ ୩୭ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୮, ବରଗଡ଼ରୁ ୨୩, ପୁରୀରୁ ୨୦, ଝାରସୁଗୁଡ଼ାରୁ ୧୭, ସୁନ୍ଦରଗଡ଼ରୁ ୧୪, ଗଜପତିରୁ ୧୦, ଯାଜପୁରରୁ ୧୦, କନ୍ଧମାଳରୁ ୧୦, ଖୋର୍ଧାରୁ ୧୦, ବାଲେଶ୍ଵରରୁ ୯, କୋରାପୁଟରୁ ୯,ମୟୁରଭଞ୍ଜରୁ ୯, ରାୟଗଡ଼ାରୁ ୯, ବଲାଙ୍ଗୀରରୁ ୮, କଳାହାଣ୍ଡିରୁ ୮, କଟକରୁ ୫, କେନ୍ଦ୍ରାପଡ଼ାରୁ ୫, ନୂଆପଡ଼ାରୁ ୫, ମାଲକାନଗିରିରୁ ୪, ସୁବର୍ଣ୍ଣପୁରରୁ ୪, ଭଦ୍ରକରୁ ୩, ଦେବଗଡ଼ରୁ ୩, ଜଗତସିଂହପୁରରୁ ୩, ଗଞ୍ଜାମରୁ ୨,ବୌଦ୍ଧ ୧, କେନ୍ଦୁଝର ୧, ନୟାଗଡ଼ରୁ୧ ଓ ଷ୍ଟେଟପୁଲରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।