ଭୁବନେଶ୍ୱର: କରୋନା ମହାମାରୀକୁ ହରାଉଛି ଓଡ଼ିଶା । ଯାହାଦ୍ୱାରା ଆକ୍ରାନ୍ତ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରୁଛନ୍ତି । ତେବେ ଆଜି ରାଜ୍ୟରେ ୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୩ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।
Covid-19 Report For 11th Feb
New Positives Cases: 58
In quarantine: 35
Local contacts: 23
(Details of local contacts will be shared by concerned Dist Administration)
District Wise Cases:
1. Angul: 5
2. Balasore: 6
3. Bargarh: 1
4. Bhadrak: 1
5. Balangir: 2
6. Deogarh: 2 — I & PR Department, Odisha (@IPR_Odisha) February 12, 2021
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୦୪୨ କୁ ବୃଦ୍ଧି ପାଇଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।