ଭୁବନେଶ୍ୱର: ମହାମାରୀ କରୋନାକୁ ହରାଉଛି ଓଡ଼ିଶା । ଯାହାଦ୍ୱାରା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ତେବେ ଆଜି ରାଜ୍ୟରେ ୧୫ଟି ଜିଲ୍ଲାରୁ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 12th Feb, 2021
New Positive Cases: 59
In quarantine: 34
Local contacts: 25
(Details of local contacts will be shared by concerned District Administration)
District Wise Cases:
1. Angul: 7
2. Balasore: 4
3. Bargarh: 9
4. Cuttack: 2
5. Deogarh: 2 — I & PR Department, Odisha (@IPR_Odisha) February 13, 2021
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।