Big_Breaking: କ୍ଷିପ୍ର ହେଉଛି ମହାମାରୀ
ଭୁବନେଶ୍ୱର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଆଜିଠୁ ଭୁବନେଶ୍ୱରରେ 15ଟି ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଟୀକାକରଣ ଚାଲିବ ।
60ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଏହି ସେବା ଉଦ୍ଧିଷ୍ଟ। ଘରୋଇ ହସ୍ପିଟାଲରେ ଟିକା ନେଲେ ଫି ଦେବାକୁ ପଡିବ । ଗତକାଲିଠୁ 12ଟି ବିଭିନ୍ନ ସରକାରୀ ହସ୍ପିଟାଲରେ ନିଃଶୁଳ୍କ ସେବା ଆରମ୍ଭ ହୋଇଛି।