ତେବେ ରାଜଧାନୀରୁ ଆଜି 180 ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ 28 ହଜାର 138 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜଧାନୀରୁ ମୋଟ 1050 ଜଣ ସକ୍ରିୟ କେସ୍ ଥିବା ବେଳେ 170 ଜଣ ମୃତ୍ୟୁ ମୁଖରେ ପଡିଛନ୍ତି।
ରାଜଧାନୀରୁ ଆଜି 69 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 180

ଭୁବନେଶ୍ୱର: ରାଜଧାନୀରୁ ଆଜି 69 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ 14 ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ 55 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ 29 ହଜାର 379 ଜଣ କରୋନା ପଜିଟିଭ ହୋଇଛନ୍ତି।
Download Argus News App
