ଖବର ଅନୁଯାୟୀ ଆଲାନ ଏମଏମଏ ମାଟ୍ରିକ୍ସ କମ୍ପାନୀର ନିର୍ଦ୍ଦେଶକ ଥିଲେ। ଉକ୍ତ କମ୍ପାନୀ ଟାଇଗର ଶ୍ରଫ ଓ ତାଙ୍କ ମା' ଆୟଶାଙ୍କ ନାଁରେ ରହିଛି। ଭାରତ ଓ ଭାରତ ବାହାରେ ୧୧ଟି ଟୁର୍ନାମେଣ୍ଟ ଆୟୋଜନ ଲାଗି ଆଲାନ କମ୍ପାନୀରୁ ବହୁ ଅର୍ଥ ନେଇଯାଇଥିବା ଅଭିଯୋଗ ହୋଇଛି। ୨୦୧୮ ଡିସେମ୍ବରରୁ ୨୦୨୩ ଜାନୁୟାରୀରେ ସଂଗୃହୀତ ହୋଇଥିବା ୫୮,୫୩,୫୯୧ ଟଙ୍କା କମ୍ପାନୀ ଆକାଉଟରେ ରହିଥିଲା ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର