ନୂଆପଡ଼ାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୧୪୯ ଜଣ, ସୁନ୍ଦରଗଡ଼ରୁ ୧୩୧, ଅନୁଗୁଳରୁ ୭୩, କେନ୍ଦୁଝରରୁ ୬୪, ବରଗଡ଼ ଓ ଗଞ୍ଜାମରୁ ୫୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୫୨, କଟକରୁ ୫୦, ସମ୍ବଲପୁରରୁ ୪୭ ଜଣ, ପୁରୀରୁ ୪୫ ଜଣ, ବଲାଙ୍ଗିର ଓ ରାୟଗଡ଼ାରୁ ୪୪ ଜଣ ଲେଖାଏଁ, କଳାହାଣ୍ଡିରୁ ୪୩, ଝାରସୁଗୁଡ଼ାରୁ ୩୨, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ବାଲେଶ୍ବରରୁ ୨୨, ଭଦ୍ରକରୁ ୧୭, ଗଜପତିରୁ ୧୪, ନୟାଗଡ଼ରୁ ୧୦, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, ଜଗତସିଂହପୁରରୁ ୭, ଦେବଗଡ଼ରୁ ୬, କୋରାପୁଟ ଓ ସୋନପୁରରୁ ୪ ଜଣ ଲେଖାଏଁ, ମାଲକାନଗିରିରୁ ଜଣେ ଓ ଷ୍ଟେଟ୍ ପୁଲରୁ ୩୨ ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଆଜି ମୋଟ ୧୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
