ନୂଆପଡ଼ାରୁ ସର୍ବାଧିକ ୪୮ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୨୩, ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨, ବଲାଙ୍ଗୀରିରୁ ୨୦, ରାୟଗଡାରୁ ୧୦, ମୟୂରଭଞ୍ଜରୁ ୯, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, ବାଲେଶ୍ବରରୁ ୭, ଭଦ୍ରକରୁ ୫, ଗଞ୍ଜାମରୁ ୫, ଯାଜପୁରରୁ ୫, ପୁରୀରୁ ୫, ଅନୁଗୁଳରୁ ୨, ବରଗଡରୁ ୨, ଜଗତସିଂହପୁରରୁ ୨, କେନ୍ଦୁଝରରୁ ୨, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, ନବରଙ୍ଗପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।