ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ସୁସ୍ଥ ହୋଇଥିବା ବେଳେ, ନୂଆପଡ଼ାରୁ ୭୪ ଜଣ, କଳାହାଣ୍ଡିରୁ ୫୧, ଝାରସୁଗୁଡ଼ାରୁ ୪୮, ଖୋର୍ଦ୍ଧାରୁ ୩୬, ଗଞ୍ଜାମରୁ ୨୯, ସମ୍ବଲପୁରରୁ ୨୭ ଜଣ, କଟକରୁ ୨୨, ବଲାଙ୍ଗିର ଓ କେନ୍ଦୁଝରରୁ ୧୮ ଜଣ ଲେଖାଏଁ, ବାଲେଶ୍ବରରୁ ୧୫, ମୟୂରଭଞ୍ଜ ଓ ପୁରୀରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୧୩, କୋରାପୁଟରୁ ୭, ବରଗଡ଼, ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ, କନ୍ଧମାଳରୁ ୪ ଜଣ, ଅନୁଗୁଳ ଓ ଗଜପତିରୁ ୩ ଜଣ ଲେଖାଏଁ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ ଜଣ ଲେଖାଏଁ, ଦେବଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୯ ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଆଜି ମୋଟ ୫୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ
Download Argus News App
