ଏଥିରେ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ, ସୋଡିୟମ, ଜିଙ୍କ, ପ୍ରୋଟିନ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ ।
-ହରଡ ଡାଲିରେ ଇମ୍ୟୁନିଟି ବୁଷ୍ଟର ଗୁଣ ଭରପୁର ମାତ୍ରାରେ ରହିଥାଏ । ତେଣୁ ପ୍ରତିଦିନ ଏହା ଖାଇବା ଦ୍ବାରା, ଏହା ଇମ୍ୟୁନିଟି ମଜବୁତ୍ କରିବାରେ ସାହାଯ୍ୟ କରେ ।
-ମୋଟାପଣ ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ଉପକାରୀ ହରଡ ଡାଲି । ପ୍ରତିଦିନ ନିଜ ଡାଏଟରେ ଏହା ସାମିଲ କରିବା ଦ୍ବାରା, ଏହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।
-ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ହରଡ ଡାଲି ।
-ଏହା ସେବନ କରିବା ଦ୍ବାରା, ଏହା ଶରୀରକୁ ଏନର୍ଜି ପ୍ରଦାନ କରିଥାଏ ।
-ହୃଦୟ ସମ୍ବନ୍ଧୀୟ ସମସ୍ୟା କମ୍ କରିବାରେ ସାହାଯ୍ୟ କରେ ହରଡ ଡାଲି ।