-ମୁଣ୍ଡ ବ୍ୟଥା ଏବଂ ମାଇଗ୍ରେନ ସମସ୍ୟା ପାଇଁ ବହୁତ୍ ଲାଭଦାୟକ ଶୁଖିଲା ଅଦା ପାଉଡର । ଏହା ସେବନ କରିବା ଦ୍ବାରା, ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ।
-ପାଚନ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ଶୁଖିଲା ଅଦା ପାଉଡର । ଏହାକୁ କ୍ଷୀର ସହିତ ମିଶାଇ ସେବନ କରିବା ଦ୍ବାରା, ପାଚନତନ୍ତ୍ର ଭଲ ରହିଥାଏ ।
-ଥଣ୍ଡା,କାଶ ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ ଶୁଖିଲା ଅଦା ପାଉଡର ସହିତ ମହୁ ମିଶାଇ ଚା’ ପ୍ରସ୍ତୁତ କରି ,ସେବନ କରିବା ଦ୍ବାରା, ଏହି ସମସ୍ୟାରୁ ଆରାମ ମିଳିଥାଏ ।
-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ପ୍ରତିଦିନ ସକାଳୁ ଶୁଖିଲା ଅଦା ପାଉଡର ସହିତ, ଗରମ ପାଣି ମିଶାଇ ସେବନ କରିବା ଦ୍ବାରା, ଓଜନ ହ୍ରାସ ହୋଇଥାଏ ।